ପେଟିଏମ୍ କୁ ନେଇ ସାଧାରଣ ଲୋକଙ୍କୁ ଭୟଭୀତ ନ ହେବାକୁ କହିଲେ ଆରବିଆଇ
ନୂଆଦିଲ୍ଲୀ : ଜାନୁଆରି ୩୧ ତାରିଖରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଥିଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଯାହାଫଳରେ ଦ୍ବନ୍ଦରେ ପଡ଼ିଥିଲେ ସାଧାରଣ ଲୋକେ । ତେବେ ଫେବୃଆରୀ ୨୯ ତାରିଖ ପରେ କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ୍ ଇନଷ୍ଟ୍ରୁମେଣ୍ଟ, ୱାଲେଟ୍ ଏବଂ ଫାଷ୍ଟାଗରେ ଜମା କିମ୍ବା ଟପ୍ ଅପ୍ ଗ୍ରହଣ କରିବାକୁ ବିରୋଧ କରିଛନ୍ତି ଆରବିଆଇ । ଅଧିକାଂଶ ଲୋକ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଏବଂ ପେଟିଏମ୍ ଆପ୍ କୁ … Continue reading ପେଟିଏମ୍ କୁ ନେଇ ସାଧାରଣ ଲୋକଙ୍କୁ ଭୟଭୀତ ନ ହେବାକୁ କହିଲେ ଆରବିଆଇ
Copy and paste this URL into your WordPress site to embed
Copy and paste this code into your site to embed