29.1 C
Bhubaneswar
Wednesday, April 24, 2024
Homeଓଡିଶାରାୟଗଡା ସପ୍ତାହେ ସଟ୍‌ଡାଉନ୍

ରାୟଗଡା ସପ୍ତାହେ ସଟ୍‌ଡାଉନ୍

ଭୁବନେଶ୍ଵର: ରାଜ୍ୟରେ ବଢୁଛି ସଂକ୍ରମିତ ଙ୍କ ସଂଖ୍ୟା । ରାୟଗଡ଼ା ଜିଲ୍ଲାରେ ଗୋଟିଏ ଦିନରେ ୯୬ ପଜେଟିଭ୍ ଚିହ୍ନଟ ହେବା ପରେ ସପ୍ତାହେ ପାଇଁ ରାୟଗଡ଼ା କୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ବଢ଼ୁଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯେଉଁଥିପାଇଁ ଏବେ ସରକାର ଓ ପ୍ରଶାସନ କଡ଼ା ପଦକ୍ଷେପ ନେଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ୪ ଜିଲ୍ଳା ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା ଓ କଟକ ଲକଡାଉନରେ ଥିବାବେଳେ ଅନେକ ଜିଲ୍ଲାପାଳ ସଟଡାଉନ ଓ ଲକଡାଉନ ପାଇଁ ଘୋଷଣା କରିଛନ୍ତି । ଏହି କ୍ରମରେ ରାୟଗଡ଼ା ଜିଲ୍ଲାକୁ ୭ ଦିନ ପାଇଁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ଗୋଟିଏ ଦିନରେ ୯୬ ପଜିଟିଭ ଚିହ୍ନଟ ହେବା ପରେ ଏଭଳି କଟକଣା କରାଯାଇଛି । ସଟଡାଉନ ବେଳେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ କୌଣସି ସେବା ମିଳିବ ନାହିଁ । ସେହିପରି ରାସନ ଦୋକାନ ହିଁ ଖୋଲିପାରିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking