28.1 C
Bhubaneswar
Friday, March 29, 2024
Homeଓଡିଶାରାୟଗଡ଼ା ଜିଲ୍ଲା ୭୨ ଘଣ୍ଟା ସଟ୍ ଡାଉନ୍

ରାୟଗଡ଼ା ଜିଲ୍ଲା ୭୨ ଘଣ୍ଟା ସଟ୍ ଡାଉନ୍

ଭୁବନେଶ୍ଵର: ଆଜିଠୁ ରାୟଗଡ଼ା ଜିଲ୍ଲା ୭୨ଘଣ୍ଟା ପାଇଁ ସଟଡାଉନ ରହିବ । ସଟଡ଼ାଉନ ରଖିବା ନେଇ ଗତକାଲି ଘୋଷଣା କରିଥିଲେ ଜିଲ୍ଳାପାଳ । ଆଜିଠୁ ମଙ୍ଗଳବାର ଯାଏଁ ସଟଡାଉନ ରହିବ ।  ଏହାସହ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ୪୮ଘଣ୍ଟା ମଧ୍ୟ ବନ୍ଦ ରଖାଯିବ । କେବଳ ଜରୁରୀ ସେବା ଓ କାଜୁଆଲଟି ଖୋଲା ରହିବ । କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking