31.1 C
Bhubaneswar
Tuesday, April 23, 2024
Homeଓଡିଶାରାୟଗଡା ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଯୁବ ବର୍ଗଙ୍କୁ ଟିକାକରଣ

ରାୟଗଡା ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଯୁବ ବର୍ଗଙ୍କୁ ଟିକାକରଣ

ରାୟଗଡା : ରାୟଗଡା ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଯୁବ ବର୍ଗଙ୍କୁ କୋଭିଦ ଟିକାକରଣ। ୧୮ ରୁ ୪୪ ବୟସ ବର୍ଗର ବ୍ୟକ୍ତିଙ୍କୁ ଆଜି ଠାରୁ ଟିକାକରଣ କରାଯାଇଛି। ୨ ହଜାର ଟିକା ପ୍ରଥମ ଦଫାରେ ପ୍ରଦାନ କରିବା ନେଇ ପ୍ରଶାସନ ସୂଚନା ଦେଇଛି। ରାୟଗଡା ସହରର ୧୦ ଟି ସ୍ଥାନରେ ଏହି ଟିକାକରଣ କରାଯାଇଛି। ଏହାପରେ ସମଗ୍ର ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ଟିକାକରଣ କରାଯିବ। ଟିକା ନେବା ପାଇଁ ଯୁବକ ଯୁବତୀ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ଅନଲାଇନ ପଞ୍ଜିକରଣ କରିଥିବା ବ୍ୟକ୍ତି ଟିକା ଗ୍ରହଣ କରିଛନ୍ତି। ଗତକାଲି ସଂଧ୍ୟାରେ ପଞ୍ଜିକରଣ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ସେହି କ୍ରମରେ ଟିକା ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking