ରାୟଗଡା: ରାୟଗଡ଼ା ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନର ମୋଟ ୧୫ ଜଣ ମାଓ କ୍ୟାଡର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିବା ପରେ ଖୁବ ଶୀଘ୍ର ରାୟଗଡା ଜିଲ୍ଲା ମାଓ ମୁକ୍ତ ହୋଇଛି । ଦିନକୁ ଦିନ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ ଯୋରଦାର ହେବା ପରେ ହିଂସାର ପଥ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାସହ ମାଓବାଦୀମାନଙ୍କ ପାଇଁ ରାଜ୍ୟ ସରକାର ପୁନର୍ବାସ ଓ ଥଇଥାନ ନୀତିର ଲାଭ ନେଇ ଆତ୍ମସମର୍ପଣ କରିବା ସହ … Continue reading ମାଓ ମୁକ୍ତ ହେଲା ରାୟଗଡା ଜିଲ୍ଲା
Copy and paste this URL into your WordPress site to embed
Copy and paste this code into your site to embed