40.1 C
Bhubaneswar
Thursday, April 25, 2024
Homeଅପରାଧରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା ଗିରଫ

ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା ଗିରଫ

ଭୁବନେଶ୍ୱର : ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା ଗିରଫ । ଗାଡ଼ିରେ ୬ଲକ୍ଷ ଟଙ୍କା ନେଇ ଆସୁଥିଲା ବେଳେ ଧରିଲା ଭିଜିଲାନ୍ସ । ଖୋର୍ଦ୍ଧା ପାଖରେ ଗାଡ଼ିକୁ ପିଛା କରି ଧରିଲେ ଭିଜିଲାନ୍ସ ଟିମ୍ । ଟଙ୍କା ନେଇ ନିନା ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଛି । ନିନା ଓ ତାଙ୍କ ସମ୍ପର୍କୀୟଙ୍କ ଏକାଧିକ ଘରେ ଭିଜିଲାନ୍ସ ଚଢ଼ଉ କରାଯାଉଛି ।

ନିନାଙ୍କ ମାହାଙ୍ଗା ସ୍ଥିତ ବାସଭବନ ରେଡ୍ ବେଳେ ବାଧା । ନିନାଙ୍କ ସ୍ୱାମୀ ମାହାଙ୍ଗା ଆଇଆଇସି ଭାବେ କାର୍ଯ୍ୟ କରନ୍ତି । ସ୍ୱାମୀ ରେଡ୍ ଖବର ପାଇ ଘରେ ତାଲଶ ମାରି ପଳାଇଥିବା ସୂଚନା । ଆଇଆଇସିଙ୍କ ଯୋଗାଯୋଗ ହୋଇପାରୁ ନଥିବା ଭଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ମାହାଙ୍ଗା ଥାନା ଆଇଆଇସିଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଅଫିସ୍‌ରେ ହାଜର ହେବା ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking