27.1 C
Bhubaneswar
Monday, September 30, 2024
Homeଦେଶ ବିଦେଶରବି ଚୌଧୁରୀ ଆମେରିକା ଏୟାରଫୋର୍ସର ଆସିଷ୍ଟାଣ୍ଟ୍ ସେକ୍ରେଟାରୀ

ରବି ଚୌଧୁରୀ ଆମେରିକା ଏୟାରଫୋର୍ସର ଆସିଷ୍ଟାଣ୍ଟ୍ ସେକ୍ରେଟାରୀ

ୱାଶିଂଟନ: ଭାରତୀୟ ବଂଶୋଦ୍ଭବ ରବି ଚୌଧୁରୀ ଆମେରିକା ଏୟାରଫୋର୍ସର ଆସିଷ୍ଟାଣ୍ଟ୍ ସେକ୍ରେଟାରୀ ନିଯୁକ୍ତ ହୋଇଛନ୍ତି । ଏହି ପଦରେ ନିଯୁକ୍ତ ହେବାରେ ସେ ପ୍ରଥମ ଭାରତୀୟ-ଆମେରିକୀୟ । ଏହି ନିଯୁକ୍ତି ନେଇ ଆମେରିକା ସିନେଟ୍ ତାଙ୍କ ନାମ ଉପରେ ମୋହର ଲଗାଇଛି । ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ମେଣ୍ଟାଗନ୍‌ରେ ଏହି ପଦ ଶୀର୍ଷ ନାଗରିକ ନେତୃତ୍ୱର ପଦ ମଧ୍ୟରୁ ଅନ୍ୟତମ ।

ଏହା ପୂର୍ବରୁ ରବି ଚୌଧୁରୀ ଫେଡେରାଲ୍ ଆଭିଏସନ୍ ଆଡ୍‌ମିନିଷ୍ଟ୍ରେସନ୍ (ଏଫ୍‌ଏଏ)ରେ ଆଡ୍‌୍‌ଭାନ୍ସ ପ୍ରୋଗ୍ରାମ୍ସ ଆଣ୍ଡ୍ ଇନୋଭେସନ୍‌, ଅଫିସ୍ ଅଫ୍ କମର୍ସିଆଲ୍ ସ୍ପେସ୍‌ର ଡାଇରେକ୍ଟର ଥିଲେ । ୧୯୯୩ରୁ ୨୦୧୫ ପର୍ଯ୍ୟନ୍ତ ଏୟାରଫୋସ୍‌ର୍ ପାଇଲଟ୍ ଥିବା ରବି ଚୌଧୁରୀ ଇରାନ୍ ଏବଂ ଇରାକ୍‌ରେ କେତେକ କମ୍ବାଟ୍ ମିଶନ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking