ରଥଖଳା ହାଲ୍‌ଚାଲ୍‌: ଆରମ୍ଭ ହେଲା ତିନିରଥର ‘ବେଦୀ’ ନିର୍ମାଣ

ପୁରୀ : ଚଳଚଞ୍ଚଳ ରଥଖଳା । ଆଜି ତିନିରଥର ମୋଟ ୧୯୮ ଜଣ ନିର୍ମାଣକାରୀ ସେବକମାନେ ସକାଳ ୮ଟାରେ ରଥଖଳାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ପରାମର୍ଶକ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥି ସହ ୩୪ ଜଣ ଚିତ୍ରକାର ସେବକ ଏବଂ ୧୭ ଜଣ ଦରଜି ସେବକ ରଥ କନା କାର୍ଯ୍ୟରେ ସାମିଲ ଅଛନ୍ତି । ଗତକାଲି ତିନିରଥର ‘ପ୍ରଭା’ ନିର୍ମାଣ ଶେଷ ହେବା ସହ ତିନିରଥର ଆଗଆଣି ଏବଂ ପଛଆଣି ଦୁଇଟି ଲେଖାଏଁ … Continue reading ରଥଖଳା ହାଲ୍‌ଚାଲ୍‌: ଆରମ୍ଭ ହେଲା ତିନିରଥର ‘ବେଦୀ’ ନିର୍ମାଣ