43.9 C
Bhubaneswar
Friday, April 19, 2024
Homeବିଜିନେସ୍ପିଏମ୍ କେୟାର୍ସ ଫଣ୍ଡ୍‌ରେ ରତନ ଟାଟା ଟ୍ରଷ୍ଟି

ପିଏମ୍ କେୟାର୍ସ ଫଣ୍ଡ୍‌ରେ ରତନ ଟାଟା ଟ୍ରଷ୍ଟି

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ପିଏମ୍ କେୟାର୍ସ (ପ୍ରାଇମ ମିନିଷ୍ଟର ସିଟିଜେନ୍ ଆସିଷ୍ଟାନ୍ସ ଆଣ୍ଡ୍ ରିଲିପ୍ ଇନ୍ ଇମର୍ଜେନ୍ସି ସିଚୁଏସନ୍‌) ଫଣ୍ଡ୍ ଟ୍ରଷ୍ଟ ବୋର୍ଡରେ ଅନ୍ୟତମ ସଦସ୍ୟଭାବେ ନିଯୁକ୍ତ କରାଯାଇଛି । ଟାଟାଙ୍କ ବ୍ୟତୀତ ଟ୍ରଷ୍ଟ ବୋର୍ଡରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କେ.ଟି.ଥୋମାସ ଏବଂ ଲୋକସଭାର ପୂର୍ବତନ ଉପବାଚସ୍ପତି କାରିଆ ମୁଣ୍ଡାଙ୍କୁ ମଧ୍ୟ ସାମିଲ କରାଯାଇଛି ।

ସୂଚନାଯୋଗ୍ୟ ଦେଶରେ କୋଭିଡ୍ ମହାମାରରୀର ଆବିର୍ଭାବ ପରେ ୨୦୨୦ ମାର୍ଚ୍ଚ ୨୦ରେ ଏହି ଫଣ୍ଡ୍ ଗଠିତ ହୋଇଥିଲା । ଏଥିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସରକାରୀ ସଦସ୍ୟଭାବେ ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking