ଏନ୍‌ଏଚ୍‌ରେ ରସିକିଆ ପୋଲିସ-ପ୍ରେମିକା ଟଣାଓଟରା

ନୂଆପଡା: ପ୍ରେମ ପରେ ପ୍ରତାରଣ କରି ଜଣେ ପୋଲିସ ଅଧିକାରୀ ଅନ୍ୟଜଣେ ଯୁବତୀଙ୍କୁ ବିବାହ କଲେ । ପ୍ରେମିକା ବିବାହ ଖବର ପାଇ ନୂଆପଡା ଜିଲ୍ଲାରୁ ଯାଜପୁର ଜିଲ୍ଲାରେ ପହଞ୍ଚିଯାଇଥିଲେ । ରସିକିଆ ପୋଲିସ ଜଣକ ପ୍ରେମିକାକୁ ବୁଝାସୁଝା କରି ମଧ୍ୟ ସଫଳ ହୋଇନ ଥିଲେ । ଫଳରେ ରାସ୍ତାରେ ପୁଲିସ ଅଧିକାରୀ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଥିଲା । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ର ବାରବାଟୀ ଦେଇ ଯାଇଥିବା ୧୬ନମ୍ବର ଜାତୀୟ … Continue reading ଏନ୍‌ଏଚ୍‌ରେ ରସିକିଆ ପୋଲିସ-ପ୍ରେମିକା ଟଣାଓଟରା