ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶ୍ରୀମନ୍ଦିର ଆନନ୍ଦବଜାରରେ ବସି ଖାଇବେ ମହାପ୍ରସାଦ

ଭୁବନେଶ୍ୱର: ନଭେମ୍ବର ୧୦ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରତି ଦ୍ରୌଦୀ ମୁର୍ମୁ । ମୁର୍ମୁଙ୍କ ସ୍ୱାଗତ ପାଇଁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଶ୍ରୀମନ୍ଦିର ପରିଦର୍ଶନ କରିବେ ବୋଲି ଜଣା ପଡ଼ିଛି । ଏବଂ ଶ୍ରୀମନ୍ଦିର ଆନନ୍ଦବଜାରରେ ବସି ରାଷ୍ଟ୍ରପତି ମହାପ୍ରସାଦ ସେବନ କରିବେ ବୋଲି ସୂଚନା ମିଳିଛି । ତେବେ ଏନେଇ ସୁଆର ମହାସୁଆର ନିଯୋଗ ବି ପ୍ରସ୍ତୁତ ରହିଛି । ରାଷ୍ଟ୍ରପତି ମୁର୍ମୁ ଆନନ୍ଦବଜାରରେ ମହାପ୍ରସାଦ ସେବନ କରିବାର … Continue reading ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶ୍ରୀମନ୍ଦିର ଆନନ୍ଦବଜାରରେ ବସି ଖାଇବେ ମହାପ୍ରସାଦ