ଟୋଲ୍ ପ୍ଳାଜା ନିକଟରୁ ବିରଳ କଇଁଛ ଉଦ୍ଧାର

କଟକ: କଟକ ଜିଲ୍ଲା ମଙ୍ଗୁଳି ଟୋଲ୍ ପ୍ଳାଜା ନିକଟରୁ ବିରଳ କଇଁଛକୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ କର୍ଣ୍ଣାଟକକୁ ଚାଲାଣ ହେଉଥିବା ବେଳେ ୩୫୧ଟି ବିରଳ କଇଁଛକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଏକ କାର ଯୋଗେ ଏହି କଇଁଛ ସବୁ ଚାଲାଣ ହେଉଥିଲା। ଉଦ୍ଧାର କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। କଇଁଛ ଚାଲାଣ ପଛରେ ଆଉ କିଏ କିଏ ସମ୍ପୃକ୍ତ ? ଏହା ପଛରେ … Continue reading ଟୋଲ୍ ପ୍ଳାଜା ନିକଟରୁ ବିରଳ କଇଁଛ ଉଦ୍ଧାର