27.1 C
Bhubaneswar
Friday, March 29, 2024
Homeଓଡିଶା୩ ଜିଲ୍ଲା ପାଇଁ ରାପିଡ୍ ରେସପନ୍ସ ଟିମ୍ ଗଠନ

୩ ଜିଲ୍ଲା ପାଇଁ ରାପିଡ୍ ରେସପନ୍ସ ଟିମ୍ ଗଠନ

ଭୁବନେଶ୍ୱର : ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର କରୋନା ସ୍ଥିତି ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ୩ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କଲେ ରାଜ୍ୟ ସରକାର । ଏହି ୩ଟି ଟିମ୍ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ଗସ୍ତ କରିବେ । ଏସ୍‌ସିବି ମେଡିକାଲର ଟେକ୍‌ନିକାଲ୍ ଟିମ୍ ଯାଜପୁର ଜିଲ୍ଲା ଗସ୍ତ କରିବେ । ଫକୀରମୋହନ ମେଡିକାଲ୍ କଲେଜ୍‌ର ଟିମ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଗସ୍ତ କରିବେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଯିବେ ବାଲେଶ୍ୱର ଜିଲ୍ଲା, ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଯିବେ ଭଦ୍ରକ ଜିଲ୍ଲା ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଯିବେ ଯାଜପୁର ଜିଲ୍ଲା ଗସ୍ତରେ ଯିବେ । ବାଲେଶ୍ୱର, ଭଦ୍ରକ ଓ ଯାଜପୁର କଣ୍ଟେନମେଣ୍ଟ ଜୋନ୍ ତଦାରଖ କରିବେ । ମେଡିକାଲ କଲେଜ୍ ବିଶେଷଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତଦାରଖ ନିର୍ଦ୍ଦେଶ । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
https://onakhabar.com/2020/04/21/information-came-from-5-corona-victims-in-balasore/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking