32.1 C
Bhubaneswar
Thursday, March 28, 2024
Homeଅପରାଧନାବାଳିକାଙ୍କୁ ୩୬ ଘଣ୍ଟା କବଳରେ ରଖି ଦୁର୍ବୃତ୍ତଙ୍କ ଗଣଦୁଷ୍କର୍ମ

ନାବାଳିକାଙ୍କୁ ୩୬ ଘଣ୍ଟା କବଳରେ ରଖି ଦୁର୍ବୃତ୍ତଙ୍କ ଗଣଦୁଷ୍କର୍ମ

ଭୁବନେଶ୍ୱର : ଜଣେ ନାବାଳିକାଙ୍କୁ  ଗଣଦୁଷ୍କର୍ମ ମାମଲାରେ  ୩ ଜଣଙ୍କୁ ଅଟକ ରଖାଯାଇଛି ଜ୍ଝ ଘଟଣାଟି ଘଟିଥିଲା ଗଞ୍ଜାମ ଜିଲ୍ଲା ମେରାଇନ ଥାନା ଅଂଚଳରେ । ଗ୍ରାମରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ । ନାବାଳିକା ବର୍ତ୍ତମାନ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।  ଗଞ୍ଜାମ ମେରାଇନ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୧୩ ବର୍ଷର ନାବାଳିକା ଶୌଚ କରିବାକୁ ଯାଇଥିଲେ ।  କିଛି ଯୁବକ ତାଙ୍କ ଉଠାଇ ନେଇ ଗଣଦୁଷ୍କର୍ମ କରି ୩୬ ଘଣ୍ଟା ପରେ ନାବଳିକାଙ୍କ ଘର ପଛ ପଟେ ବେହୋସ ଅବସ୍ଥାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ପରିବାର ଲୋକେ ପୀଡିତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ ନେଇ ଭର୍ତ୍ତି କରିବା ପରେ ଚିକିତ୍ସା ଜାରି ରହିଛି । ଘଟଣା ଟି ପ୍ରଘଟ ହେବା ପରେ ମହିଳା ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳ ବଡ଼ ମେଡିକାଲ ଯାଇ ନାବଳିକାଙ୍କ ଅବସ୍ଥା ପଚାରି ବୁଝିବା ସହ ତଦନ୍ତ ଆରମ୍ଭ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking