32.1 C
Bhubaneswar
Thursday, March 28, 2024
Homeଅପରାଧଦୁଷ୍କର୍ମ ପରେ ଏମିତି କଲେ ୧୫ ବର୍ଷର ନାବାଳିକା ..ଜାଣିଲେ ଚକିତ ହୋଇଯିବେ

ଦୁଷ୍କର୍ମ ପରେ ଏମିତି କଲେ ୧୫ ବର୍ଷର ନାବାଳିକା ..ଜାଣିଲେ ଚକିତ ହୋଇଯିବେ

କୋଲକାତା : ଆଜି କାଲି ଦୁଷ୍କର୍ମ ଯେମିତି ଏକ ନିତିଦିନିଆ ଘଟଣା ହୋଇଗଲାଣି ତେବେ ପଶ୍ଚିମ ବଙ୍ଗଳା ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ।ଏକ ୧୫ ବର୍ଷର ନାବାଳିକା କୁ ଜଣେ ବ୍ୟକ୍ତି ବଳତ୍କାର କରିବା ପରେ ନାବାଳିକା ଆତ୍ମହତ୍ୟା କରିଛି । ନାବାଳିକା ୯ ମ ଶ୍ରେଣୀ ର ଛାତ୍ରୀ ଥିଲେ ଅଧିକାରୀ ଙ୍କ ସୂଚନା ଅନୁସାରେ ଗୁରୁବାର ଦିନ ନିଜ ଘର ର ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଘରେ କେହି ନଥିବା ସମୟରେ ଏକ ରିକ୍ସା ଵାଲା ଝିଅଟିକୁ ବଳତ୍କାର କରିଥିଲା ଏବଂ ସେ ସେଠାରୁ ପଳାଇବା ପରେ ଝିଅଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ପୋଲିସଙ୍କ କହିବା ଅନୁଯାୟୀ ନାବାଳିକା କୁ ଡାକ୍ତର ଖାନା ନେଇଯିବା ବାଟରେ ହିଁ ତାର ମୁତ୍ୟୁ ହୋଇଛି । ଅଭିଯୁକ୍ତ କୁ ଗିରଫ କରାଯାଇଛି । ଏ ସମ୍ପର୍କ ରେ ଅଧିକ ଯାଞ୍ଚ ବି ଚାଲିଛି କିନ୍ତୁ ନାବାଳିକା ଙ୍କ ବାପା ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି ।
https://onakhabar.com/2020/02/16/life-styel/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking