ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ଘୁ.ଉଦୟଗିରି : ଘୁ.ଉଦୟଗିରିଥାନା ଅନ୍ତର୍ଗତ ମାଲିକାପତି ଗ୍ରାମ ପଞ୍ଚାତର ଦିନେଶ ନାୟକ(୫୫) ଆଡ଼ାସିକୁମ୍ପା ଗ୍ରାମର ଜଣେ ବିବାହିତ ମହିଳା(୪୫)ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ପୀଡ଼ିତା ଘୁ.ଉଦୟଗିରି ଥାନାରେ ତାଙ୍କୁ ଦିନେଶ ଦୁଷ୍କର୍ମ ଅଭିଯୋଗ କରିଥିଲେ ଏବଂ ଏ ସଂକ୍ରାନ୍ତରେ ଥାନାରେ ଏକ ଏତଲା ଦାୟର କରିଥିଲା। ପୀଡ଼ିତାଙ୍କ ଏତଲାକୁ ଆଧାର କରି ଘୁ.ଉଦୟଗିରି ଥାନାରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଦିନେଶ ନାୟକଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here