ପୁଣି ଲଜ୍ଜା ! ୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ବାଲିଗୁଡ଼ା : ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ନିଷ୍ପାପ ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବତୀ ମାନେ ମଧ୍ୟ ଦୁଷ୍କର୍ମର ଶିକାର ହେଉଥିବା ଦେଖିବାକୁ ମିଳୁଛି । ତେବେ ଏଭଳି ଲଜ୍ଜା ଜନକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳରେ । ୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ।
ସୂଚନା ଅନୁଯାୟୀ, ଜଳଖିଆ ଦେବାକୁ କହି ଘରୁ ଡ଼ାକି ନେଇ ଗାଁ’ପାଖ ଜଙ୍ଗଲରେ ଦୁଷ୍କର୍ମ । ନାବଳିକାର ପାଟି ଶୁଣି ଅଭିଯୁକ୍ତକୁ କାବୁ କରି ନେଇଥିଲେ ସ୍ଥାନୀୟ ଲୋକେ ଓ ନିର୍ଦ୍ଧୁମ ଛେଚିଥିଲେ । ମାଡ଼ପରେ ଯୁବକକୁ ବ୍ରହ୍ମଣୀ ଗାଁ’ ପୁଲିସରେ ଜିମାଦେଇଥିଲେ ।
https://onakhabar.com/2020/01/25/rape-case-in-bhubaneswar/