43 C
Bhubaneswar
Tuesday, April 16, 2024
Homeଓଡିଶାନାବାଳିକା ଝିଅକୁ ଦୁଷ୍କର୍ମ କରି ହତ୍ୟା ଅଭିଯୋଗ ଆଣିଲେ ନା ବାଳିକା ଙ୍କର ବାପା

ନାବାଳିକା ଝିଅକୁ ଦୁଷ୍କର୍ମ କରି ହତ୍ୟା ଅଭିଯୋଗ ଆଣିଲେ ନା ବାଳିକା ଙ୍କର ବାପା

ଯାଜପୁର :  ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ। କୋଇଲ ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା।ଗତକାଲି କୋଇଲ ଗାଁର  ଯୋଗେନ୍ଦ୍ର ବେହେରା ଙ୍କ ଝିଅ  ଛେଳି ଚରାଇ ବାକୁ ଯାଇ ଘରକୁ ଫେରିନଥିଲେ।  ଗତକାଲି ଠାରୁ  ପରିବାର ଲୋକେ ଖୋଜା ଖୋଜି କରିଥିଲେ କିନ୍ତୁ ପାଇ ପାରିନଥିଲେ। ପରିବାର ଲୋକ ଆଜି ମହାଗିରୀ ପାହାଡ ଏକ ଗଛରେ  ଝିଅର   ଝୁଲନ୍ତା ଶବ ଅଛି ବୋଲି ଖବର ପାଇବା ପରେ ଯାଇ ଦେଖିଥିଲେ  | ତୁରନ୍ତ ଏନେଇ ସୁକିନ୍ଦା ଥାନା କୁ ମୃତ୍ୟକ ଙ୍କ ବାପା ଖବର ଦେଇଥିଲେ। ଘଟଣା ସ୍ଥଳରେ ସୁକିନ୍ଦା ପୋଲିସ ପହଂଚି ନାବାଳିକା ଝିଅର ଝୁଲନ୍ତା ଶବକୁ ଜବତ କରିଥିଲେ। ମୃତ୍ୟାକ ଙ୍କ ପରିବାର ଲୋକ ଙ୍କୁ ପଚରାଉଚରା କରିଥିଲେ। ନାବାଳିକା ର ବାପା କହିଥିଲେ ଯେ କୋଇଲ ଗ୍ରାମର ର ଘନ ପ୍ରଧାନ ଙ୍କ ପୁଅ ଜଗ ପ୍ରଧାନ ତାକୁ ଚକ୍ଲେଟ କୁରୁ କୁରି ଯାଚୁଥିଲା। ସେ ତାକୁ ଦୁଷ୍କର୍ମ କରି ହତ୍ୟା କରି ମହାଗିରୀ ପାହାଡ ରେ ଟାଙ୍ଗିଦେଇଛି। ବୋଲି ଅଭିଯୋଗ ଆଣିଥିଲେ ଏସବୁକୁ ଆଧାର କରି ପୋଲିସ ଜଗ ଓ ପ୍ରଶ୍ନ ଦୁଇ ଶହଯୋଗି କୁ ଗିରଫ କରିବା ସହ ଶବକୁ ଜବତ କରି  ଦାନଗଦୀ ମେଡିକାଲ କୁ ବେବଛେଦ ପାଇଁ ପଠାଇ ଏକ କେସ ରୁଜୁ କରିଥିଲେ ଓ ଜଗ ପ୍ରଧାନ ଓ ପ୍ରଶ୍ନ ପ୍ରଧାନ କୁ ପୋଲିସ ସବୁ ସତ୍ୟା ସତ ଜାଣିବା ପାଇଁ ତଦନ୍ତ  ଜାରି ରଖିଥିଲେ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking