28.1 C
Bhubaneswar
Thursday, March 28, 2024
Homeଅପରାଧସତ୍ୟବାଦୀରେ ଲଜ୍ଜା

ସତ୍ୟବାଦୀରେ ଲଜ୍ଜା

ପିପିଲି: ପୁଣି ଲଜ୍ଜା । ଦିନକୁ ଦିନ ଦୁଷ୍କର୍ମ , ଧର୍ଷଣ, ଅସଦାଚରଣ ଭଳି ଘଟଣା ବଢିବାରେ ଲାଗିଛି । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା ପୁଣି ପିପିଲି ସତ୍ୟବାଦୀ ଅଞ୍ଚଳରେ ଦେଖିବାକୁ ମିଳିଛି । ସତ୍ୟବାଦୀ ଥାନା ଅଞ୍ଚଳରେ   ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । କିଛି ବାହାନା କରି ଘରକୁ ଡାକି ନେଇ ଦୁଷ୍କର୍ମ  ହୋଇଛି ବୋଲି ଯୁବତୀ ଜଣକ ଏନେଇ ଥାନାରେ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।
https://onakhabar.com/2019/12/15/%e0%ac%98%e0%ac%b0-%e0%ac%ae%e0%ac%be%e0%ac%b2%e0%ac%bf%e0%ac%95-%e0%ac%ad%e0%ad%9f%e0%ac%b0%e0%ad%87-%e0%ac%ab%e0%ac%bf%e0%ac%a8%e0%ac%be%e0%ac%87%e0%ac%b2%e0%ad%8d-%e0%ac%aa%e0%ac%bf%e0%ac%87/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking