37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ହେବେ ଆସାମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !

ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ହେବେ ଆସାମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବିଜେପିରେ ଯୋଗଦେବେ । ଏପରିକି ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ତରୁଣ ଗୋଗୋଇ । ଆସାମରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅଛି ।ତରୁଣ ଗୋଗଇ ଆହୁରିି ମଧ୍ୟ କହିଛନ୍ତି ଯେ, ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା। ବୋଧହୁଏ ଏହି କାରଣରୁ ସେ ଆସନ୍ତା ବର୍ଷ ନିର୍ବାଚନରେ ​​ଆସାମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ରାଜି ହୋଇଛନ୍ତି। ଗୋଗଇ କହିଛନ୍ତି ଯେ, ଏସବୁ ହେଉଛି ରାଜନୀତି। ଅଯୋଧ୍ୟା ରାୟ ଯୋଗୁଁ ରଞ୍ଜନ ଗୋଗଇଙ୍କ ଉପରେ ବିଜେପି ଖୁସି ଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking