ଭୁବନେଶ୍ୱର: ଭୁବନେଶ୍ୱରରେ ରେଞ୍ଜ ରୋଭର୍ ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୫୦ ଲକ୍ଷର କ୍ଷତିପୂରଣ ଦାବି କଲା ବିଜେପି । କ୍ଷତିପୂରଣ ସହ ଗିରଫ ଦାବି କଲେ ମୁଖପାତ୍ର ମନୋଜ ମହାପାତ୍ର । କ୍ଷତିପୂରଣ ରାଶି ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କ ପୁଅଙ୍କଠାରୁ ଆଦାୟ କରାଯାଉ । ବିଶାଳ ଦାସ ଓ ସରୋଜ ଭୋଇଙ୍କଠାରୁ ଆଦାୟ କରନ୍ତୁ ସରକାର । ସିସିଟିଭି ଆଧାରରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି ରହିଥିବା ସୂଚନା ଜାରି କରାଯାଇଛି । ଫୌଜଦାରୀ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ ଦାବି କଲେ ।