ଆନିମଲ’ ଫିଲ୍ମ ପରେ ୬ମାସର ବ୍ରେକ୍ ନେବେ ରଣବୀର, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ରଣବୀରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ରଶ୍ମିକା ମନ୍ଦନା । ରଣବୀର ପ୍ରଫେସନାଲ ଲାଇଫ ସହିତ ନିଜ ପର୍ସନାଲ ଲାଇଫ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ରଣବୀର କପୁର ଏବେ ଫିଲ୍ମରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି । ରଣବୀର ୬ ମାସର ବିରତି ନେବାକୁ ଯାଉଛନ୍ତି । ସେ ତାଙ୍କ ଝିଅ ରାହାଙ୍କ … Continue reading ଆନିମଲ’ ଫିଲ୍ମ ପରେ ୬ମାସର ବ୍ରେକ୍ ନେବେ ରଣବୀର, କାହିଁକି ଜାଣନ୍ତୁ