26.1 C
Bhubaneswar
Friday, March 29, 2024
Homeଓଡିଶାବିଜେଡିରେ ମିଶିଲେ ରମାକାନ୍ତ ଭୋଇ

ବିଜେଡିରେ ମିଶିଲେ ରମାକାନ୍ତ ଭୋଇ

ଭୁବନେଶ୍ୱର : ବିଜେପି ଛାଡି ଆଜି ବିଜେଡିରେ ଯୋଗ ଦେଇଛନ୍ତି ରମାକାନ୍ତ ଭୋଇ । କିଛିଦିନ ତଳେ ବିଜେପିରେ ଛାଡିଥିବା ବେଳେ ଆଜି ସେ ବିଜୁ ଜନତା ଦଳକୁ ଫେରିଆସିଛନ୍ତି । ତେବେ ୨୦୧୯ରେ ତିର୍ତ୍ତୋଲରୁ ବିଜେପି ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିଲେ ରମାକାନ୍ତ । ତେବେ ଦେବୀ ମିଶ୍ର, ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି, ସାଂସଦ ରାଜଶ୍ରୀ ମଲ୍ଲିକ ଓ ଦେବାଶିଷ ସାମନ୍ତରାୟଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ରମାକାନ୍ତ ବିଜେଡିରେ ସାମିଲ ହୋଇଛନ୍ତି । ପାଖେଇ ଆସୁଛି ଉପନିର୍ବାଚନ। ଏହି ସମୟରେ ବିଭିନ୍ନ ଦଳର ପ୍ରାର୍ଥୀ ଓ କର୍ମୀମାନଙ୍କର ଦଳ ଅଦଳବଦଳ ହେଉଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking