ଭକ୍ତଙ୍କ ପ୍ରବଳ ଭିଡ ଯୋଗୁ ବନ୍ଦ ହେଲା ରାମ ଦର୍ଶନ

ଅଯୋଧ୍ୟା: ଅଯୋଧ୍ୟାରେ ଅବସ୍ଥିତ ରାମ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାରୁ ମନ୍ଦିରରେ ପ୍ରବେଶ ବନ୍ଦ ହୋଇଯାଇଛି। ରାମ ମନ୍ଦିରର ପ୍ରବେଶ ଦ୍ୱାରରେ ଭକ୍ତମାନଙ୍କୁ ଅଟକାଇ ଦିଆଯାଇଥିଲା। ଗର୍ଭଗୃହ ଭିତରେ ଭକ୍ତଙ୍କ ଭିଡ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ମନ୍ଦିର ଉଦଘାଟନ କରାଯାଇଥିଲା। ଏହାପରେ ମଙ୍ଗଳବାରଠାରୁ ଭକ୍ତଙ୍କ ପ୍ରବାହ ଚାଲିଛି। ମଙ୍ଗଳବାର ସକାଳୁ ଲୋକମାନେ ଲାଇନରେ ଛିଡା ହୋଇଛନ୍ତି। ମଙ୍ଗଳବାର ସକାଳ ପ୍ରାୟ ୧୦-୧୧ … Continue reading ଭକ୍ତଙ୍କ ପ୍ରବଳ ଭିଡ ଯୋଗୁ ବନ୍ଦ ହେଲା ରାମ ଦର୍ଶନ