ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ରକୁଲ-ଜ୍ୟାକି

ମୁମ୍ବାଇ: ୨୦୨୪ ଆରମ୍ଭ ହେଉ ହେଉ ବଲିଉଡରେ ବିବାହ ଖବରକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏଥର ଆଉ ଏକ କ୍ୟୁଟ ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ପ୍ରଥମ ସପ୍ତାହରେ ଆମୀର ଖାନଙ୍କ ଝିଅ ଇରା ଖାନ ତାଙ୍କ ବୟଫ୍ରେଣ୍ଡ ନୁପୁର ଶିଖରଙ୍କୁ ବିବାହ କରିବେ। ତାଙ୍କ ପରେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ରକୁଲପ୍ରୀତ ସିଂହ ତାଙ୍କ ବୟଫ୍ରେଣ୍ଡ ଜ୍ୟାକି ଭଗନାନିଙ୍କୁ ବିବାହ କଫରିବେ। ମିଡିଆ ରିପୋର୍ଟ ହିସାବରେ ଫେବୃୟାରୀ ୨୨ ତାରିଖରେ … Continue reading ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ରକୁଲ-ଜ୍ୟାକି