ପୂର୍ବ ସ୍ବାମୀ ଓ ବନ୍ଧୁ ଇନ୍‌ଷ୍ଟା ଆକାଉଣ୍ଟ୍‌ ହ୍ୟାକ୍‌ କରିଥିବା ଅଭିଯୋଗ ଆଣିଲେ ରାକ୍ଷୀ

ମୁମ୍ବାଇ : ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କ ପୂର୍ବ ସ୍ବାମୀ ଆଦିଲ୍‌ ଦୁର‌ାନି ଜେଲ୍‌ରୁ ବାହାରିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ରାକ୍ଷୀ। ରାଖି ଉମରାହ ଯିବା ବେଳେ ତାଙ୍କୁ କିଛି ଫଟୋଗ୍ରାଫର୍‌ ଭେଟିଥିଲେ। ଏହି ଅବସରରେ ରାକ୍ଷୀ କହିଛନ୍ତି ଯେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌କୁ ହ୍ୟାକ୍‌ କରାଯାଇଛି। ଏହି କାମ ତାଙ୍କ ବନ୍ଧୁ ରାଜଶ୍ରୀ ଏବଂ ପୂର୍ବ ସ୍ବାମୀ ଆଦିଲ କରିଛନ୍ତି … Continue reading ପୂର୍ବ ସ୍ବାମୀ ଓ ବନ୍ଧୁ ଇନ୍‌ଷ୍ଟା ଆକାଉଣ୍ଟ୍‌ ହ୍ୟାକ୍‌ କରିଥିବା ଅଭିଯୋଗ ଆଣିଲେ ରାକ୍ଷୀ