ରାକ୍ଷସ ସାଜିଲା ବାପା

ହରିୟାଣା : ରାକ୍ଷସ ସାଜିଲା ବାପା ।ନିଜ ଝିଅକୁ ଗୁଳି କରି ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟଣା ଘଟିଛି ହରିୟାଣାରେ । ହରିୟାଣାର ପାନିପଥରେ ସମଲଖାର ପାଟିକାଲୟାନା ଗ୍ରାମରେ ଜଣେ ବାପା ଅତି ନିର୍ମମ ଭାବେ ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ,ଅଭିଯୁକ୍ତ ଜଣକ ଘରକୁ ଆସି ଅତର୍କିତ ଭାବେ ଗୁଳି ଚଳାଇଥିଲେ । ସେହି ଗୁଳିମାଡ଼ର ଶିକାର ହୋଇଛି ତାଙ୍କ ଝିଅ। ଏହାପରେ … Continue reading ରାକ୍ଷସ ସାଜିଲା ବାପା