26.7 C
Bhubaneswar
Friday, April 19, 2024
Homeଦେଶ ବିଦେଶଦିନ ୨ଟା ଯାଏଁ ଗୃହ ମୁଲତବୀ

ଦିନ ୨ଟା ଯାଏଁ ଗୃହ ମୁଲତବୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଗତକାଲି ଠାରୁ ଆରମ୍ଭ ହୋଇଛି । ଗୃହ ଆରମ୍ଭରୁ ବିରୋଧୀ ହଟ ଗୋଳ କରୁଛନ୍ତି । ଆଜି ମଧ୍ୟ  ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ରାଜ୍ୟସଭା  ମୁତଲବୀ ଘୋଷଣା କରାଯାଇଛି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଠାରୁ ଆରମ୍ଭ କରି କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଏହାପୂର୍ବରୁ ରବିବାର ଦିନ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସରକାର ସବୁ ପ୍ରସଙ୍ଗରେ ବିରୋଧୀଙ୍କ ସହ ଆଲୋଚନା ପାଇଁ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଜାରି ରହିବ ଏବଂ ଉଭୟ ଗୃହ ସକାଳ 11 ଟାରୁ 6 ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking