ରାଜ୍ୟସଭା ନିର୍ବାଚନ: ମନମୋହନ, ସୁଜିତ କୁମାର ବିଜେପି ପ୍ରାର୍ଥୀ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ମନମୋହନ ସାମଲ , ସୁଜିତ କୁମାର ବିଜେପି ପ୍ରାର୍ଥୀ । ୨ଟି ଆସନ ପାଇଁ ବିଜେପି ଘୋଷଣା କଲା ନାଁ । ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ନାମ ଘୋଷଣା କରାଯାଇଛି । ମନମୋହନ ସାମଲ, ସୁଜିତ କୁମାରଙ୍କ ନାଁ ରେ ମୋହର ବାଜିଛି । ପ୍ରାର୍ଥୀ ଭାବେ ରିପିଟ ହୋଇଛନ୍ତି ସୁଜିତ କୁମାର , ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ତେବେ ବଡ … Continue reading ରାଜ୍ୟସଭା ନିର୍ବାଚନ: ମନମୋହନ, ସୁଜିତ କୁମାର ବିଜେପି ପ୍ରାର୍ଥୀ
Copy and paste this URL into your WordPress site to embed
Copy and paste this code into your site to embed