ରାଜ୍ୟସଭା ନିର୍ବାଚନ: ବିଜେପି ଦେବ ୩ ପ୍ରାର୍ଥୀ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଦେବ ୩ ପ୍ରାର୍ଥୀ । ୫ ତାରିଖରେ ବିଜେପିର ୩ ପ୍ରାର୍ଥୀ ଭରିବେ ନାମାଙ୍କନ । ଆଜି ମୁଖ୍ୟମନ୍ତ୍ରୀ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି । ୩ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ନିଆଗଲା ବିଧାୟକଙ୍କ ଦସ୍ତଖତ । ଏଥିସହିତ ନାମାଙ୍କନ ସମୟରେ ଉପସ୍ଥିତି ରହିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ରାଜ୍ୟସଭା ଅଙ୍କକୁ ଦେଖିବାକୁ ଗଲେ, ଦତ୍ତେଶ୍ୱର ହୋତା କମନ କ୍ୟାଣ୍ଡିଡେଟ … Continue reading ରାଜ୍ୟସଭା ନିର୍ବାଚନ: ବିଜେପି ଦେବ ୩ ପ୍ରାର୍ଥୀ
Copy and paste this URL into your WordPress site to embed
Copy and paste this code into your site to embed