ରାଜୁୁ ଶ୍ରୀବାସ୍ତବଙ୍କ ସେନ୍‌ସ ଫେରିଲା

ମୁମ୍ବାଇ : ଦୀର୍ଘ ୧୫ ଦିନ ପରେ ଆଖି ଖୋଲିଲେ କମେଡିଆନ ରାଜୁ ଶ୍ରୀବାସ୍ତବ । ୧୫ ଦିନ ପରେ ଚେତା ଫେରିଥିବା ନେଇ ମିଳିଲା ସୂଚନା । ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଥିବା ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗଙ୍କ ସୂଚନା । ଅଗଷ୍ଟ ୧୦ ତାରିଖ ଦିନ ଅସୁସ୍ଥ ହୋଇ ଏମସ ରେ ଭର୍ତ୍ତି ହୋଇଥିଲେ ରାଜୁ । ରାଜୁ ଶ୍ରୀବାସ୍ତବଙ୍କ ପିଆରଓ ଏବଂ ପରାମର୍ଶଦାତା ଅଜିତ ସକ୍ସେନା ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି। … Continue reading ରାଜୁୁ ଶ୍ରୀବାସ୍ତବଙ୍କ ସେନ୍‌ସ ଫେରିଲା