ବାରିପଦାରେ ପହଞ୍ଚିଲେ ରାଜନାଥ ସିଂ

ବାରିପଦା : ବାରିପଦାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବାରିପଦାରେ ଷ୍ଟାଡିଅମରେ ଜନସଭାକୁ ସମ୍ବୋଧିତ କରିବେ । ବାରିପଦାରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ । ୨୪ ନିର୍ବାଚନ ପୂର୍ବରୁ ବିଜେପିର ବିଶାଳ କାର୍ଯ୍ୟକ୍ରମ । କେନ୍ଦ୍ର ସରକାରଙ୍କ ଜନ ହିତକର କାର୍ଯ୍ୟ ଓ ସଫଳତାର ବାର୍ତ୍ତା କିପରି ସାଧାରଣ ଲୋକଙ୍କ ପାଖେ ପହଞ୍ଚିବ ସେନେଇ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ରାଜନାଥ ସିଂ। ଓଡିଶାକୁ ମୋଦୀଙ୍କ ଭଲପାଇବା ପ୍ରମାଣିତ – … Continue reading ବାରିପଦାରେ ପହଞ୍ଚିଲେ ରାଜନାଥ ସିଂ