26.1 C
Bhubaneswar
Friday, March 29, 2024
Homeଓଡିଶାରଜତ ଜୟନ୍ତୀ ସମାରୋହ

ରଜତ ଜୟନ୍ତୀ ସମାରୋହ

ଉଦଳା: କପ୍ତିପଦା ବ୍ଲକ ଶରତ ରଘୁନାଥ ମୁର୍ମୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨ ଦିନ ଧରି ଏକ ବଣ୍ଣାଢ଼୍ୟ ପରିବେଶ ରେ ପାଳିତ ହୋଇଛି ରଜତ ଜୟନ୍ତୀ ସମାରୋହ । ପ୍ରଥମ ଦିନ ରେ ମାନ୍ୟବର ଵିଧାୟୀକା ଶ୍ରୀମତୀ ବାସନ୍ତୀ ହେମ୍ରମ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହ ପତାକା ଉତ୍ତୋଳନ କରିଥିଲେ । ଭାଷା, ସାହିତ୍ୟ ଓ ସସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣି ଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଦ୍ୱିତୀୟ ଦିନରେ ସ୍ଵତନ୍ତ୍ର ଅତିଥି ଭାବେ ଅନୁସୂଚିତ ଜାତି ଜନଜାତି ତଥା ସଂଖ୍ୟା ଲଘୁ ମନ୍ତ୍ରୀ ଜଗନ୍ନାଥ ସିର୍କା,ମୁଖ୍ୟ ଵକ୍ତାଭାଵେ ଡ:ନଗେନ୍ଦ୍ର କୁମାର ପାଢୀ, ସମ୍ମାନିତ ଅତିଥି ଭାବେ ଗୋପାଳ ଚନ୍ଦ୍ର ବେହେରା ଯୋଗଦେଇ ଉପାନ୍ତ ଅଞ୍ଚଳରେ ଆଦିବାସୀ ପିଲା ମାନଙ୍କର ଶିକ୍ଷା ର ଉନ୍ନତି ପାଇଁ ଅଧ୍ୟକ୍ଷ ଭଗଵାନ ପଣ୍ଡା ଙ୍କର ଉଚ୍ଚସିତ ପ୍ରଶଂଶା କରିଥିଲେ ତାଙ୍କର ତ୍ୟାଗ ଓ ଦୀର୍ଘଦୀନ ଅଵୈତନିକଭାଵେ ନିଷ୍ଠାର ସହ କଲେଜ ପରିଚାଳନା କରି ଆଜି ୨୫ ବର୍ଷର ରେ ଅଞ୍ଚଳରେ ଶିକ୍ଷାର ପ୍ରସାର କରିପାରିଛନ୍ତି । ଏହା ଏକ ଅନଗ୍ରସର ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ଏକ ଯୁକ୍ତ୩ ଡିଗ୍ରୀ କଲେଜ ପାଇଁ ସ୍ଥାନୀୟ ଜନସାଧାରଣ ମନ୍ତ୍ରୀ ଙ୍କ ନିକଟରେ ଦାବି କରିଥିଲେ । ପରିଶେସରେ ସନ୍ଧ୍ୟା ୭ଟା ସମୟରେ ମନୋରଞ୍ଜନ କାର‌୍ୟ୍ୟ କ୍ରମ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking