27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶରେପ ଆଉ ହତ୍ୟାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ…..

ରେପ ଆଉ ହତ୍ୟାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ…..

ରାଜସ୍ଥାନ: ବେକାରୀ , ଜିଏସଟି ଆଦି ପ୍ରସଙ୍ଗ ଉପରେ ଗତ ୫ ତାରିଖରେ କଂଗ୍ରେସ ତାର ବିକ୍ଷୋପ ପ୍ରଦର୍ଶନ କରୁଥିବା ସମୟରେ  ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଦେଶରେ ହତ୍ୟା ବୃଦ୍ଧିକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ବର୍ତ୍ତମାନ ଦେଶର ସ୍ଥିିତି ଆଦୌ ଭଲ ନାହିଁ । ଯେଉଁଭଳି ଭାବରେ ଦେଶରେ ଏବେ ହତ୍ୟା ବୃଦ୍ଧି ପାଇବାରେ ଲାଗିଲାଣି ତାହା ବାସ୍ତବରେ ଚିନ୍ତାର ବିଷୟବସ୍ତୁ । ବର୍ତ୍ତମାନ ସାରା ଦେଶରେ ଏହା ଏକ ବଡ ବିପତ୍ତି ଭାବରେ ଉଭା ହୋଇଛି । ଗେହଲଟ କହିଛନ୍ତି ଅଭିଯୁକ୍ତଙ୍କୁ ଫାଶୀ ଦେବା ଆଇନ ଲାଗୁ ହେବା ପରେ ମହିଳାଙ୍କୁ ବଳତ୍କାର ପରେ ହତ୍ୟା ର ମାମଲା ବୃଦ୍ଧି ପାଇବାରେ ଲାଗିଛି ।

ମିଡିଆ ରିପୋର୍ଟ ଅନୁଯାୟୀ , ଗେହଲଟ ଦିଲ୍ଲୀ ଗଣମାଧ୍ୟମ ସହ ସହିତ କଥା ବର୍ତ୍ତା ହୋଇଥିଲେ ।ଏହି ସମୟରେ ସେ କହିଛନ୍ତି ଯେ ନିର୍ଭୟା ମାମଲା ପରେ ଅଭିଯୁକ୍ତଙ୍କୁ ଫାଶୀ ଦେବା ଦାବି ବୃଦ୍ଧି ପାଇଲା ଏବଂ ଏହି ଆଇନ କାର୍ଯ୍ୟକାରୀ ହେଲା । କିନ୍ତୁ ଏହା ପରେ ବର୍ତ୍ତମାନ ମହିଳା ମାନଙ୍କୁ ବଳତ୍କାର ପରେ ହତ୍ୟା କରାଯାଉଛି । ଏହି ଘଟଣା ବର୍ତ୍ତମାନ କ୍ରମଶ ବଢ଼ିବାରେ ଲାଗିଲାଣି ।

ସେ ଆହୁରି ମଧ୍ୟ କହିଛନ୍ତି ଏହା ବର୍ତ୍ତମାନ ସାରା ଦେଶରେ ଏକ ବିପତ୍ତିକର ପରିସ୍ଥିତି ସୃଷ୍ଟି କରିଛି । ବର୍ତ୍ତମାନ ଅଭିଯୁକ୍ତ ମାନେ ବଳକ୍ରାର କରିବା ପରେ ପୀଡିତାଙ୍କୁ ହତ୍ୟା କରୁଛନ୍ତି । ଗଣତନ୍ତ୍ର ପାଇଁ ଏହା ଏକ ବଡ ସଙ୍କଟର ସମୟ, ଆମେ ଏହା ପୂର୍ବରୁ ଏଭଳି କିଛି ଦେଖିନୁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking