ରାଜସ୍ଥାନ : ପୁଲିସରେ ମହିଳାଙ୍କ ପାଇଁ ୩୩ % ସଂରକ୍ଷଣ

ନୂଆଦିଲ୍ଲୀ : ରାଜସ୍ଥାନରେ ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା। ରାଜସ୍ଥାନ ପୁଲିସରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ବୁଧବାର ସଚ୍ଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱା ଓ ମନ୍ତ୍ରୀ ଯୋଗାରାମ ପଟେଲ୍‌‌ ଏନେଇ ସୂଚନା ଦେଇଛନ୍ତି। ନିର୍ବାଚନ ସମୟରେ ଭଜନଲାଲ ଶର୍ମାଙ୍କ ପାର୍ଟି ନିର୍ବାଚନୀ ସଂକଳ୍ପ ପତ୍ରରେ ମହିଳା ସୁରକ୍ଷାକୁ ପ୍ରାଥମିକତା ଦେବା ସହ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଘୋଷଣା … Continue reading ରାଜସ୍ଥାନ : ପୁଲିସରେ ମହିଳାଙ୍କ ପାଇଁ ୩୩ % ସଂରକ୍ଷଣ