ଆରଜେଡି ସାଂସଦଙ୍କ ଘରେ ଆୟକର ଚଢଉ

ପାଟନା : ଆୟକର ବିଭାଗ ପକ୍ଷରୁ ବୁଧବାର ବିହାର ଆରଜେଡି ସାଂସଦ ଅହମ୍ମଦ ଆଶଫାକ୍ କରିମଙ୍କ ବିଭିନ୍ନ ବାସସ୍ଥାନ ଓ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇଛି । କରିମ ବର୍ତ୍ତମାନ ରାଜ୍ୟସଭା ସାଂସଦଭାବେ କାର୍ଯ୍ୟ କରୁଛନ୍ତି । କରିମ୍ କଟିହାର ସହରରେ ଥିବା ଅଲ୍ କରିମ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ହୋଇଥିବାବେଳେ ଏହାର କୁଳପତି ଦାୟିତ୍ୱ ମଓଧ୍ୟ ତୁଲାଉଛନ୍ତି । ଅଲ୍ କରିମ୍ ଏଡୁକେସନାଲ ଟ୍ରଷ୍ଟ ଅଧୀନରେ ଅଲ୍ କରିମ ବିଶ୍ୱବିଦ୍ୟାଳୟ ଏବଂ କଟିହାର ମେଡିକାଲ କଲେଜ କାର୍ଯ୍ୟ … Continue reading ଆରଜେଡି ସାଂସଦଙ୍କ ଘରେ ଆୟକର ଚଢଉ