୧୮ରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର: ଚଳିତ ବର୍ଷର ମୌସୁମୀ ଋତୁ ପାଇଁ ଆବଶ୍ୟକ ହେଉଥିବା ବର୍ଷା ହୋଇ ସାରିଛି। ମୌସୁମୀ ୪ ମାସରେ ୧୧୫୫.୩ ମିମି ବର୍ଷା ହେଲେ ଏହାକୁ ସ୍ୱାଭାବିକ ବର୍ଷା କୁହାଯାଏ। ବର୍ତ୍ତମାନ ସୁଦ୍ଧା ୧୦୮୪.୩ ମିମି ବର୍ଷା ହୋଇ ସାରିଛି। ଯାହାକି ବର୍ଷା ୧୧୫୫.୩ ମିମି ତୁଳନାରେ ୬ ପ୍ରତିଶତ କମ୍‍ ରହିଛି। ଆଇଏମଡିର ଗାଇଡ୍‍ଲାଇନ୍‍ ଅନୁଯାୟୀ ସ୍ୱାଭାବିକ ବର୍ଷାଠାରୁ ଅନୁଭୂତ ବର୍ଷାର ପରିମାଣ ୧୯ ପ୍ରତିଶତ କମ୍‍ କିମ୍ବା ୧୯ ପ୍ରତିଶତ ଅଧିକ ମଧ୍ୟରେ ରହେ … Continue reading ୧୮ରୁ ପୁଣି ବଢ଼ିବ ବର୍ଷା