ବର୍ଷା ଜଳ ଅମଳ ସଂରଚନାର ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,  :ମୁକ୍ତା ଅନ୍ତର୍ଗତ ବର୍ଷା ଜଳ ଅମଳ ସଂରଚନା ନିର୍ମାଣ ମାଧ୍ୟମରେ “କ୍ୟାଚ୍ ଦ ରେନ୍” ଅଭିଯାନ ଯାତ୍ରାକୁ ତୃଣମୂଳ ସ୍ତରରୁ ବିପୁଳ ସମର୍ଥନ ସହ ସଫଳତା ପାଇଁ ପ୍ରଶଂସା ମିଳିଅଛି | ଫଳସ୍ୱରୂପ, ଗତ ଦୁଇ ବର୍ଷ ୨୦୨୧ ଏବଂ ୨୦୨୨ ମଧ୍ୟରେ ବିଭାଗ ରାଜ୍ୟର ୧୧୧ଟି ପୌରସଂସ୍ଥାରେ ପ୍ରାୟ ୩୭,୨୪୨ଟି ବର୍ଷା ଜଳ ଅମଳ ସଂରଚନା ନିର୍ମାଣ କରିବାରେ ସଫଳତା ହାସଲ କରିପାରିଛି | “ମୁକ୍ତା” ଅଧୀନରେ, ୧୫ ଏପ୍ରିଲ୍ ୨୦୨୧ରେ “କ୍ୟାଚ୍ ଦ … Continue reading ବର୍ଷା ଜଳ ଅମଳ ସଂରଚନାର ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ