27.1 C
Bhubaneswar
Thursday, April 25, 2024
Homeଓଡିଶାଆଜିଠୁ ୯ ଯାଏଁ ବର୍ଷା

ଆଜିଠୁ ୯ ଯାଏଁ ବର୍ଷା

ଭୁବନେଶ୍ୱର: ଆଜିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାହା ମଧ୍ୟରେ ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଂଗପୁର, ବଲାଙ୍ଗୀର, କୋରାପୁଟ, ରାୟଗଡ ସାମିଲ ରହିଛି । ସୂଚନା ଅନୁସାରେ, ମାଲକାନଗିରିରେ ବର୍ଷା ହେବାକୁ ଥିବା ବେଳେ ଅନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବ । ଏହାସହିତ ୮ ଜିଲ୍ଲାକୁ ୟେଲୋ ଓାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଖୋର୍ଦ୍ଧା, ନୟାଗଡ, ଗଜପତି, ରାୟଗଡା ଓ କୋରାପୁଟ, ନବରଂଗପୁର, କଳାହାଣ୍ଡି ଓ କନ୍ଧମାଳକୁ ୟେଲୋ ଓାର୍ଣ୍ଣିଂ ଜାରି କରାଯାଇଛି ।
https://onakhabar.com/2020/04/04/hospital-licenses-will-be-revoked-if-you-do-not-receive-flu-and-respiratory-information/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking