୨୩ରୁ ୨୬ ଯାଏ ରାଜ୍ୟରେ ବର୍ଷା: ଆଜିଠାରୁ ରାଜ୍ୟରୁ ଫେରିଗଲା ମୌସୁମୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ଯୋଗୁ ଆସନ୍ତା ୨୩ ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ଉପରେ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ତେବେ ୨୩ରୁ ୨୪ ସକାଳ ସାଢ଼େ ୮ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ବିଶେଷକରି ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର … Continue reading ୨୩ରୁ ୨୬ ଯାଏ ରାଜ୍ୟରେ ବର୍ଷା: ଆଜିଠାରୁ ରାଜ୍ୟରୁ ଫେରିଗଲା ମୌସୁମୀ