ଉପକୂଳ ଓଡିଶାରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳରେ ବର୍ଷା । ସକାଳୁ ହାଲୁକା ବର୍ଷା ହେଉଥିବାନେଇ ପାଣିପାଗ ବିଗ୍ୟାନୀଙ୍କ ସୂଚନା । ଅସ୍ତରଙ୍ଗ, କେନ୍ଦ୍ରପଡା, ପୁରୀ, ଚାନ୍ଦବାଲି, ପାରାଦୀପରେ ହାଲୁକା ବର୍ଷା । ସବୁଦ୍ର ଭିତରେ ପବନର ବେଗ ୫୦ରୁ ୬୦ କିମି ରହିଥିବା ନେଇ ସୂଚନା । ସ୍ଥଳଭାଗ ପାଇଁ ପବନ ବହିବାର କୌଣସି ସତର୍କ ସୂଚନା ନାହିଁ । ଓଡିଶାରେ ବାତ୍ୟାର ସେପରି ପ୍ରଭାବ ରହିବ ନାହିଁଏ କେବଳ ହାଲୁକା ବର୍ଷା । ଉପକୂଳରୁ … Continue reading ଉପକୂଳ ଓଡିଶାରେ ବର୍ଷା