27.1 C
Bhubaneswar
Thursday, April 25, 2024
Homeଓଡିଶାନିର୍ମାଣାଧୀନ ରେଳବ୍ରିଜରୁ ଭୁଶୁଡିଲା ବିମ

ନିର୍ମାଣାଧୀନ ରେଳବ୍ରିଜରୁ ଭୁଶୁଡିଲା ବିମ

ବାଲେଶ୍ୱର:ବାଲେଶ୍ୱରରେ ଏକ ଅଘଟଣ ଘଟିଛି । ଶୋଭରାମପୁର ନିକଟରେ ନିର୍ମାଣଧୀନ ରେଳ ବ୍ରିଜରୁ ଭୁଶୁଡିଛି ବିମ । ଦୁଇ ପିଲରକୁ ସଂଯୋଗ କରୁଥିବା ଏକ ବିମ ଖସିପଡିଛି । ବିମଟି ତଳେ ଥିବା ରେଳ ଧାରଣାରେ ଖସିପଡିଛି । ଭାଗ୍ୟବଶତଃ ରେଳ ଚଳାଚଳ ହେଉନଥିବା ବେଳେ ଏହି ଘଟଣା ଘଟିଛି । ତେବେ ରେଳ ଧାରଣା କଡରେ ଥିବା ବିଦ୍ୟୁତ ତାରକୁ ମଧ୍ୟ ଛିଣ୍ଡାଇ ଦେଇଛି । ଏହି ଦୁର୍ଘଟଣା ଯୋଗୁଁ ବାଲେଶ୍ୱର ଦେଇ ରେଳ ଚଳାଚଳ ବ୍ୟାହତ ହୋଇଥିବା ଜଣାପଡିଛି ।
https://onakhabar.com/2019/12/28/%e0%ac%ad%e0%ac%89%e0%ac%a3%e0%ad%80%e0%ac%95%e0%ad%81-%e0%ac%ac%e0%ac%b3%e0%ac%bf%e0%ac%a6%e0%ad%87%e0%ac%b2%e0%ac%be-%e0%ac%ad%e0%ac%be%e0%ac%87/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking