ଷ୍ଟିଲ କମ୍ପାନୀ ମାଲିକଙ୍କ ଘରେ ରେଡ, ୩୯୦ କୋଟିର ସମ୍ପତ୍ତି ଜବତ

ମୁମ୍ବାଇ: ପୁଳା ପୁଳା ଟଙ୍କା । ଥାକ ମରା ହୋଇ ରହିଛି ଟଙ୍କା ବିଡା । ଏତେ ପରିମାଣର ଟଙ୍କା ବିଡା ଦେଖି ତାଜୁବ ଆୟକର ଅଧିକାରୀ। ଜାଣି ଆଶ୍ଚର‌୍ୟ୍ୟ ହେବେ ଏ ଟଙ୍କା ବିଡା ଜଣେ ଷ୍ଟିଲ କମ୍ପାନୀ ମାଲିକଙ୍କର । ମହାରାଷ୍ଟ୍ର ଜଲନାରେ ଜଣେ ଷ୍ଟିଲ କମ୍ପାନୀ ମାଲିକଙ୍କ ଘର ଓ କାରଖାନାରେ ଆୟକର ବିଭାଗ ଚଢାଉ କରିଥିଲା । ଚଢାଉରେ ୫୮ କୋଟି ନଗଦ ଟଙ୍କା, ୩୨ କିଲୋ ସୁନା ଜବତ ହୋଇଛି … Continue reading ଷ୍ଟିଲ କମ୍ପାନୀ ମାଲିକଙ୍କ ଘରେ ରେଡ, ୩୯୦ କୋଟିର ସମ୍ପତ୍ତି ଜବତ