ସାଂସଦ ପଦ ଫେରିପାଇଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ସଂସଦର ସଦସ୍ୟତା ପଦ ଫେରିପାଇଛନ୍ତି । ଲୋକସଭା ସଚିବାଳୟ ଦ୍ୱାରା ନୋଟିସ ଜାରି କରାଯାଇଛି । ମୋଦି ସାଙ୍ଗିଆ ମାମଲାରେ ରାହୁଲଙ୍କୁ ସୁରତର ଏକ କୋର୍ଟ ୨ ବର୍ଷ ପାଇଁ ଦଣ୍ଡାଦେଶ ଶୁଣାଇଥିଲେ । ଯାହା ଉପରେ ଗତ ଶୁକ୍ରବାର ଦିନ ସୁପ୍ରିମ କୋର୍ଟ ରୋକ ଲଗାଇଥିଲେ । ଆଉ ଏଥିପାଇଁ ନିଜର ସାଂସଦ ସଦସ୍ୟତା ପଦ ଫେରିପାଇଛନ୍ତି । ଲୋକସଭା ସଚିବାଳୟ ଦ୍ୱାରା ନୋଟିସ ଜାରି କରାଯାଇଛି । … Continue reading ସାଂସଦ ପଦ ଫେରିପାଇଲେ ରାହୁଲ