ରାହୁଲ ତାଙ୍କ କର୍ମଚାରୀଙ୍କୁ କୁକୁର ଖିଆ ବିସ୍କୁଟ୍‌ ଦେଉଛନ୍ତି: ହିମନ୍ତ ବିଶ୍ବା ଶର୍ମା

ନୂଆଦିଲ୍ଳୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ନିକଟରେ ଭାଇରାଲ୍‌ ହୋଇଥିବା ଭିଡିଓ ପ୍ରସଂଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରିଛନ୍ତି। ଯେଉଁ ଭିଡିଓରେ ରାହୁଲ କୁକୁଭାରତ ଯୋଡୋ ନ୍ୟାୟ ଯାତ୍ରାର ଏହି ଭିଡିଓ ଏକ୍ସରେ ପୋଷ୍ଟ୍‌ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଏବେ ବିଭିନ୍ନ ଲୋକ ସମାଲୋଚନା କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ ଏକ କୁକୁରକୁ ବିସ୍କୁଟ୍‌ ଖୁଆଉଛନ୍ତି। ହେଲେ କୁକୁରଟି ଯେତେବେଳେ ବିସ୍କୁଟ୍‌ ଖାଉନାହିଁ ତ ସେହି ବିସ୍କୁଟ୍‌କୁ ରାହୁଲ ସେଠାରେ … Continue reading ରାହୁଲ ତାଙ୍କ କର୍ମଚାରୀଙ୍କୁ କୁକୁର ଖିଆ ବିସ୍କୁଟ୍‌ ଦେଉଛନ୍ତି: ହିମନ୍ତ ବିଶ୍ବା ଶର୍ମା