ରାହୁଲ ଗାନ୍ଧିଙ୍କୁ ନିଶ୍ଚେ ଗିରଫ କରାଯିବ : ହିମନ୍ତ ବିଶ୍ବ ଶର୍ମା

 ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବାହାର କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁିଆ ବଢିବାରେ ଲାଗିଛି । ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀଙ୍କ ସମେତ ଏକାଧିକ ଦଳୀୟ ନେତାଙ୍କ ବିରୋଧରେ ଆସାମରେ ମାମଲା ରୁଜୁ ହୋଇଛି । ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବେଳେ ଗୌହାଟୀରେ ପୋଲିସକୁ ଆକ୍ରମଣ କରିବା ଓ ଭିଡକୁ ହିଂସା ପାଇଁ ଉତ୍ତେଜିତ କରିବା ପରି ସଙ୍ଗୀନ ଅଭିଯୋଗରେ ରାହୁଲଙ୍କ ବିରୋଧରେ … Continue reading ରାହୁଲ ଗାନ୍ଧିଙ୍କୁ ନିଶ୍ଚେ ଗିରଫ କରାଯିବ : ହିମନ୍ତ ବିଶ୍ବ ଶର୍ମା