ବଲାଙ୍ଗୀର: ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୂଚନା ଅନୁଯାୟୀ, ଆଜି ସକାଳ ୯ଟାରେ ରାହୁଲ ନୂଆଦିଲ୍ଲୀରୁ ବାହାରି ସାଢ଼େ ୧୧ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ଝାରସୁଗୁଡ଼ାରୁ ଚପରରେ ସେ ବଲାଙ୍ଗୀର ଯିବେ। ରାହୁଲ ଗାନ୍ଧୀ ବଲାଙ୍ଗୀରର କୋଶଳ କଳମଣ୍ଡଳ ପଡ଼ିଆରେ ଆୟୋଜିତ ବିରାଟ ସମାବେଶରେ ଯୋଗଦେବେ। ଦିନ ୧୧ଟା ୪୫ରୁ ୧୨ଟା ୪୫ ମିନିଟ୍ ଯାଏ ବଲାଙ୍ଗୀରରେ ରାହୁଲଙ୍କ କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଆଜି ରାହୁଲ। ତା … Continue reading ଆଜି ବଲାଙ୍ଗୀର ଆସୁଛନ୍ତି ରାହୁଲ
Copy and paste this URL into your WordPress site to embed
Copy and paste this code into your site to embed