43 C
Bhubaneswar
Tuesday, April 16, 2024
Homeଦେଶ ବିଦେଶପୁଣି ଇଡି କାର୍ଯ୍ୟାଳୟରେ ରାହୁଲ

ପୁଣି ଇଡି କାର୍ଯ୍ୟାଳୟରେ ରାହୁଲ

ନୂଆଦିଲ୍ଲୀ : ଆଜି ଚତୁର୍ଥ ଥର ଲାଗି ଇଡିରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧି । ୩ ଦିନରେ ୨୫ ଘଂଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡି । ନ୍ୟାସନାଲ୍ ହେରାଲ୍ଡ ଆର୍ଥିକ ହେରଫେର ମାମଲାରେ ରାହୁଲ ଗାନ୍ଧିଙ୍କୁ ଜେରା କରୁଛି ଇଡ଼ି । ଗତ ୧୪, ୧୫ ଓ ୧୬ ତାରିଖ ତିନି ଦିନ ଧରି ଲଗାତାର ରାହୁଲ ଗାନ୍ଧିଙ୍କୁ ଘାଣ୍ଟିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ସଂସ୍ଥାକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଠାରୁ କିଣିଥିବା କଂପାନୀ ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍ର ବୋର୍ଡ ଅଫ୍ ଡିରେକ୍ଟର୍ସ ଅଛନ୍ତି ସୋନିଆ ଏବଂ ରାହୁଲ ଗାନ୍ଧି । ତେଣୁ ଏହି ମାମଲାରେ ଉଭୟଙ୍କ ସଂପୃକ୍ତି ସନ୍ଦେହ ଘେରରେ ଥିବାରୁ ରାହୁଲଙ୍କୁ ଜେରା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking