ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ପରେ ମିଳିଲା ଜାମିନ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ । ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କଲେ ସୁରତ ଜିଲ୍ଲା କୋର୍ଟ । ମୋଦି ସରନେମ ମନ୍ତବ୍ୟ ପାଇଁ ଦେଇଥିଲେ ବିବାଦୀୟ ବୟାନ । ୨୦୧୯ ଲୋକସଭା ନିର୍ବାଚନ ବେଳେ ଦେଇଥିଲେ ବୟାନ । କର୍ଣ୍ଣାଟକ କୋଲାର ରାଲିରେ ଏଭଳି ବୟାନ ରଖିଥିଲେ । ସେ ସମୟରେ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାମଲା ରୁଜୁ କରିଥିଲେ ।ଏହାକୁ … Continue reading ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ପରେ ମିଳିଲା ଜାମିନ