34.1 C
Bhubaneswar
Friday, March 29, 2024
Homeଓଡିଶାସମ୍ବଲପୁର କଲେଜରେ ର‌୍ୟାଗିଂ

ସମ୍ବଲପୁର କଲେଜରେ ର‌୍ୟାଗିଂ

ସମ୍ବଲପୁର : ସମ୍ବଲପୁର ହୋମିଓପାଥି କଲେଜରେ ର‌୍ୟାଗିଂ ଅଭିଯୋଗ । ୪ ଜଣ ଛାତ୍ରୀଙ୍କ ବିରୁଦ୍ଧରେ ର‌୍ୟାଗିଂ ଅଭିଯୋଗ ଆଣିଲେ ଆଉ ଜଣେ ଛାତ୍ରୀ । ୪ ଛାତ୍ରୀଙ୍କ ସମେତ ଜଣେ ଛାତ୍ରଙ୍କ ବିରୋଧରେ ମଧ୍ୟ ର‌୍ୟାଗିଂ ଅଭିଯୋଗ ହୋଇଛି । ଗତ ୧ ତାରିଖରେ ନ୍ୟାସନାଲ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ତଦନ୍ତ ଜାରି ରହିଛି । ତେବେ ଗତ ୩୧ ତାରିଖରେ ୨ ଜଣ ଛାତ୍ରୀ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହି ବିବାଦକୁ ନେଇ କଲେଜ କର୍ତ୍ତୁପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଇଥିଲା । ଏନେଇ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସିଂଙ୍କ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking